ବିଜେଡିରେ ମିଶି ନିର୍ବାଚନ ଲଢ଼ିବେ କ୍ୟାପେଟନ!

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ ତା-୨୩-୦୩-୨୦୨୪ ମେଣ୍ଟ ଆଶା ମଉଳିବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଲଢେଇ ଓ ଟିକେଟକୁ ନେଇ ଚାଲିଛି ଜୋରଦାର ତନାଘନା।ରାଜ୍ୟର ବିଭିନ୍ନ ଦୃଷ୍ଟି କୋଣରୁ ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀର ରାଜନୈତିକ ଗଣିତ ଅଡୁଆ ଥିବା ବେଳେ,କଂଗ୍ରେସରୁ କ୍ୟାପେଟନ ରାଜନାରାୟଣ ମହାପାତ୍ରଙ୍କ ଇସ୍ତଫା ଦେବା ଏବଂ ଅନ୍ୟ ଦଳରେ ଯୋଗଦେବା ବଡଚଣାରେ ସେତେବେଳେ ଚର୍ଚ୍ଚା ହେଉଥିଲା। ମାର୍ଚ୍ଚ ୫ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତି ଉଠିବା … Continue reading ବିଜେଡିରେ ମିଶି ନିର୍ବାଚନ ଲଢ଼ିବେ କ୍ୟାପେଟନ!